3 ସେ ତାର୍ ଜଃଜ୍ମାନାର୍ ଉଜାଳ୍ ଆର୍ ତାର୍ ଗ୍ୟାନାର୍ ମୁର୍ତି, ସେ ଅଃହ୍ଣାର୍ ସଃକାତ୍ ହୁର୍ନ୍ କଃତା ଦଃୟି ସଃବୁ ବିସୟ୍ ଦଃରେଦ୍, ଆରେକ୍ ହାହ୍ କେମା କଃଲା ହଃଚେ ସଃର୍ଗାର୍ ଇସ୍ୱରାର୍ କାତା କୁଚି ବାଟ୍ୟା ବଃସିଆଚେ ।
ଇସ୍ୱରାର୍ ହୟିସି ବଃଡ୍
4 ସେ ଜୁୟି ଇସାବେ ସଃର୍ଗ୍ ଦୁତ୍ମଃନାର୍ ତଃୟ୍ହୁଣି ଅଃଦିକ୍ ବଃଡ୍ ନାଉଁଆର୍ ଅଃଦିକାରି ଅୟିଆଚେ, ସେ ଇସାବେ ସେ ସେମଃନାର୍ ତଃୟ୍ହୁଣି ଅଃଦିକ୍ ବଃଡ୍ ଅୟିଆଚେ ।