7 ବିସ୍ୱାସ୍ ଗିନେ ନହ ସେ ବେଳା ହଃତେକ୍ ଜାଣାୟ୍ଲା ବିସୟେ ଆଦେସ୍ ହାୟ୍ଁ ବକ୍ତି ସଃଙ୍ଗ୍ ଅଃହ୍ଣାର୍ କୁଟୁମ୍କେ ମୁକ୍ତି କଃରୁକେ ଗଟେକ୍ ହାଣିଜାଜ୍ ତିଆର୍ କଃଲା, ଆରେକ୍ ସେ ବିସ୍ୱାସ୍ ଗିନେ ନହ ଜଃଗତ୍କେ ଦସି କଃରି ବିସ୍ୱାସ୍ ହଃର୍କାରେ ଦଃର୍ମି ଅଃଉଁ ହାର୍ଲା ।
Publicidade
Publicidade