7 ସାସନାର୍ ଗିନେ ତ ତୁମିମଃନ୍ ଦୁକ୍ ସଃମ୍ବାଳୁଲାସ୍; ଇସ୍ୱର୍ ତୁମିମଃନାର୍ ସଃଙ୍ଗ୍ ହଅ ହର୍ ବେବାର୍ କଃରୁଲା, କାୟିତାକ୍ବଃଲେକ୍ ଉବା ଜାକେ ସାସନ୍ ନଃକେରେ, ଇବାନ୍ୟା ହଅ କେଏ ଆଚେ ? 8 ମଃତର୍ ଜୁୟି ସାସନାର୍ ସଃବୁ ବାଗ୍ହାୟ୍ଲାର୍, ଜଦି ତୁମିମଃନ୍ ସେତିର୍ ବାଗି ନାୟ୍, ତଃବେ ତୁମିମଃନ୍ ହଅ ନାୟ୍, ବିନ୍ ଅଃଣ୍ଡ୍ରା ତଃୟ୍ହୁଣି ଜଃଲମ୍ ଅୟ୍ଲା ହିଲା ।
Publicidade
Publicidade