10 କାୟିତାକ୍ବଃଲେକ୍ ଜାର୍ ଗିନେ ଆର୍ ଜେ ସଃବୁ ଉବ୍ଜାୟ୍ ଆଚେ, ଗାଦେକ୍ ହୟ୍ସିମଃନ୍କେ ଜଃଜ୍ମାନେ ନେଉଁକେ କଃରିଆଚେ ବଃଲେକ୍ ସେମଃନ୍କେ ମୁକ୍ତିର୍ ବାଟ୍କେ କାଡାୟ୍ ନେଉଁକେ ସେ ଜୟ୍ଗ୍ ଆଚେ । ବଃଲେକ୍ ଜିସୁ ହଃକା ମୁକ୍ତିର୍ ବାଟେ ସେମଃନ୍କେ କାଡାୟ୍ ନଃୟ୍ଦ୍ ।
11 ତଃବେ ଜିସୁ ଆର୍ ଜୁୟି ଲକେ ନିର୍ମୁଳ୍ ଅଃଉତି, ସେମଃନ୍ ସଃବୁ ଗଟେକ୍ ଉବାର୍ ହୟିସିମଃନ୍; ସେତାର୍ ଗିନେ ଜିସୁ ସେମଃନ୍କେ ବାୟ୍ବେଣି ବଃଲି କଃଉଁକେ ଲାଜ୍ ନୟେ ।