14 ସେ ଜୁୟି ମଃନ୍କେ ହିଲାମଃନ୍ ବଃଲିଆଚେ, ବଃନି ଆର୍ ମାସାର୍ ବାଗିଦାରି ଅୟ୍ରିଲାର୍ ଗିନେ ସେ ହେଁ ନିଜେ ସେରଃକମ୍ ସେତିର୍ ବାଗିଦାରି ଅୟ୍ଲା, ଜଃନ୍କଃରି ମଃର୍ନ୍ ଦଃୟି ମଃର୍ନାର୍ ଅଃଦିକାରିକ୍, ବଃଲେକ୍, ସୟ୍ତାନ୍କେ ନାସ୍ କଃରେଦ୍, ଜାର୍ତଃୟ୍ ମଃର୍ନାର୍ ଅଃଦିକାର୍ ଆଚେ । 15 ଆରେକ୍ ମଃର୍ନାର୍ ଡିରେ ଜୁୟି ଲକ୍ମଃନ୍ ଜିବନ୍ଜାକ ଗତିଦଃଙ୍ଗ୍ଳାର୍ ବାନ୍ଦୁଣେ ରିଲାୟ୍, ସେମଃନ୍କେ ସେ ମୁକ୍ଳାୟ୍ ଆଚେ ।