27 ମାନାୟ୍ମଃନାର୍ ଗିନେ ଜଃନ୍କାର୍ ତରେକ୍ ମଃତର୍ ମଃର୍ନ୍, ଆର୍ ତରେକ୍ ମଃତର୍ ବିଚାର୍ ଆଚେ । 28 ସେବାନ୍ୟା କ୍ରିସ୍ଟ ହେଁ ଗାଦେକ୍ ଲକାର୍ ହାହ୍ ବୟ୍ନେଉଁକେ ତରେକ୍ ହଃକା ସଃହ୍ରି ଅୟିଆଚେ, ଆରେକ୍ ତରେକ୍ ହାହ୍ ଗିନେ ନାୟ୍, ମଃତର୍ ଜୁୟି ଲକ୍ମଃନ୍ ତାକେ ଜାଗି ଆଚ୍ତି, ସେମଃନାର୍ ମୁକ୍ତିର୍ ଗିନେ ଦଃକାୟ୍ ଅଃଉତି ।
Publicidade
Publicidade