ଜିସୁ ନିତନିଏଲ୍ ଆର୍ ପିଲିପକେ କୁଦ୍ଲା
43 ତାର୍ ଆର୍କ ଦିନ୍ ଜିସୁ ଗାଲିଲି ଜଃଉଁକେ ମଃନ୍ କଃଲା, ସେ ପିଲିପ୍କେ ଦଃକ୍ଲା ଆର୍ ତାକେ କୟ୍ଲା, "ମର୍ ହଃଚେ ହଃଚେ ଆଉ ।" 44 ପିଲିପ୍ ବେତ୍ସାଇଦା ଗାଉଁଆର୍ ଲକ୍ ରିଲା, ସେରି ଆନ୍ଦ୍ରିଅ ଆର୍ ପିତର୍ ରେତା ଗଃଳ୍ ରିଲି । 45 ପିଲିପ୍ ନିତନିଏଲ୍କେ ବେଟ୍ ଅୟି ତାକେ କୟ୍ଲା, "ଜାର୍ କଃତା ମସା ବିଦିଲଃଗେ ଲେକିଆଚେ, ଆରେକ୍ ବାବ୍ବାଦିମଃନ୍ ହେଁ ଲେକି ଆଚ୍ତି, ଅଃମିମଃନ୍ ତାକ୍ ଦଃକି ଆଚୁ, ତାର୍ ଉବାସି ଜସେପ୍ ନାଜରିତ୍ ଗାଉଁଆର୍ ଜିସୁ ।"