3 ଅଙ୍ଗୁର୍ ରଃସ୍ ସଃର୍ଲାକ୍ ଜିସୁର୍ ଆୟ୍ସି ଜିସୁକେ କୟ୍ଲି, "ସେମଃନାର୍ ଅଙ୍ଗୁର୍ ରଃସ୍ ନାୟ୍ ।"
4 ସେତାକ୍ ଜିସୁ ତାକ୍ କୟ୍ଲା, "ଏଗା ଆୟା, ମକ୍ କାୟିରି କଃରୁକେ ଅୟ୍ଦ୍ ? ଅଃବେ ହଃତେକ୍ ମର୍ ବେଳା ନାସେତା ।"
5 ଜିସୁର୍ ଆୟ୍ସି ସେବାକାରିମଃନ୍କେ କୟ୍ଲି, "ଜିସୁ ତୁମିମଃନ୍କେ ଜାୟ୍ବଃଲି କୟ୍ଦ୍, ସେରି କଃରା ।"