23 ମଃତର୍ ଜୁୟି ଦିନ୍ ସଃତ୍ ସେବାକଃର୍ତା ଲକ୍ମଃନ୍ ଆତ୍ମାୟ୍ ଆର୍ ସଃତ୍ୟା କଃରି ଉବାର୍ ହୁଜା କଃର୍ତି, ସେନ୍କାର୍ ଦିନ୍ ଆସୁଲି, ଆରେକ୍, ଅଃବେ ହେଁ ଆୟ୍ଲିନି, କାୟିତାକ୍ବଃଲେକ୍ ଉବା ଅଃନ୍କାର୍ ହୁଜାକଃର୍ତା ଲକ୍ମଃନ୍କେ ମଃନ୍ କଃରେଦ୍ । 24 ଇସ୍ୱର୍ ଆତ୍ମା । ଆର୍ ଜୁୟି ଲକ୍ମଃନ୍ ଇସ୍ୱରାର୍ ସେବା କଃର୍ତି, ସେମଃନ୍ ସଃତ୍ ଆର୍ ଆତ୍ମାୟ୍ ହୁର୍ନ୍ ଅୟି ହୁଜା କଃର୍ତା ବିଦି ।"
Publicidade
Publicidade