14 ମଃତର୍ ହଃର୍ବ୍ ଆଦ୍ବାଗ୍ ସଃର୍ଲା ହଃଚେ ଜିସୁ ମନ୍ଦିରେ ଜାୟ୍ ସିକ୍ୟା ଦେଉଁକ୍ ଆରୁମ୍ କଃଲା । 15 ଇତାକ୍ ଜିଉଦି ବଃଡ୍ ଲକ୍ମଃନ୍ କାବା ଅୟି କୟ୍ଲାୟ୍, "ଏ କୁୟ୍ତି ହେଁ ସିକ୍ୟା ନାହାୟ୍, ଅଃତେକ୍ କଃତା ଜାଣ୍ଲା କଃନ୍କଃରି ?"
16 ଜିସୁ ସେମଃନ୍କେ କୟ୍ଲା, "ମର୍ ସିକ୍ୟା ମର୍ ନିଜାର୍ ନାୟ୍, ମଃତର୍ ମକ୍ ହଃଟାୟ୍ଲା ଇସ୍ୱରାର୍ ତଃୟ୍ହୁଣି ଆୟ୍ଲା ସିକ୍ୟା ଦେଉଁଲେ । 17 ଜେ ଜଦି ଇସ୍ୱରାର୍ ଇଚା ହୁରୁଣ୍ କଃରୁକେ ମଃନ୍ କଃରେଦ୍, ତଃବେ ମର୍ ସିକ୍ୟା ଇସ୍ୱର୍ ତଃୟ୍ହୁଣି ଆସିଆଚେ, କି ମୁୟ୍ ମର୍ ନିଜାର୍ ଅଃଦିକାରେ କଃଉଁଲେ, ସେରି ସେ ଜାଣୁ ହାରେ । 18 ଜେ ନିଜାର୍ ଅଃଦିକାରେ କଃତା କୟ୍ଦ୍, ସେ ନିଜାର୍ ଜଃଜ୍ମାନ୍ କଃରୁକେ ମଃନ୍ କଃରେଦ୍, ମଃତର୍ ଜେ ଅଃହ୍ଣାକ୍ ହଃଟାୟ୍ଲା ଇସ୍ୱରାର୍ ଜଃଜ୍ମାନ୍ କଃରୁକେ ମଃନ୍ କଃରେଦ୍, ସେ ସଃତ୍ ଆର୍ ତାର୍ ତଃୟ୍ କାୟି ଦୁସ୍ଟ୍ ନାୟ୍ ।