11 ସଃଡେବଃଳ୍ ମାପୁରାର୍ ଗଟେକ୍ ଦୁତ୍ ଦୁହ୍ଣି ହଡାଉତା ବେଦିର୍ କାତା ବାଟ୍ୟା ଆସି ଟିଆ ଅୟି ତାକ୍ ଦଃକାୟ୍ ଅୟ୍ଲା । 12 ଜିକରିଅ ତାକ୍ ଦଃକି, କାବା ଅୟ୍ଲା ଆର୍ ଡିରି ଗଃଲା । 13 ମଃତର୍ ଦୁତ୍ ତାକ୍ କୟ୍ଲା, "ଜିକରିଅ, ଡିର୍ ନାୟ୍, କାୟିତାକ୍ବଃଲେକ୍ ତର୍ ପାର୍ତନା ଇସ୍ୱର୍ ସୁଣି ଆଚେ, ଆର୍ ତର୍ ଡକୁର୍ଦି ଏଲିସାବେତ୍ ତର୍ ଗିନେ ଗଟେକ୍ ହିଲା ଜଃଲମ୍ କଃରେଦ୍, ଆର୍ ତୁୟ୍ ତାର୍ ନାଉ ଜହନ୍ ସଃଙ୍ଗାଉସି । 14 ତାର୍ ଗିନେ ତୁମିମଃନ୍ ବଃଡେ ସଃର୍ଦା କଃରାସ୍, ଆର୍ ବିନ୍ ସଃବୁ ଲକ୍ମଃନ୍ ହେଁ ତାର୍ ଜଃଲମେ ସଃର୍ଦା କଃର୍ତି । 15 ଜଃନ୍କଃରି ସେ ମାପୁରାର୍ ଲଃଗେ ଗଟେକ୍ ବଃଡ୍ ଲକ୍ ଅୟ୍ଦ୍, ସେ କଃବେ ହେଁ ଅଙ୍ଗୁର୍ ରଃସ୍ କି ଲଃନ୍ଦାମଃଦ୍ ନଃକାୟ୍, ଆର୍ ସେ ଆୟ୍ସିର୍ ହେଟେ ହୁଣି ହେଁ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍ଦ୍ । 16 ଆର୍ ସେ ଇସ୍ରାଏଲ୍ ଜାତିର୍ କଃତେକ୍ ଲକ୍ମଃନ୍କେ ସେମଃନାର୍ ସଃର୍ଗାର୍ ମାପୁର୍ ଇସ୍ୱରାର୍ ହାକ୍ ଲେଉଟାୟ୍ ଆଣେଦ୍ । 17 ଉବାସି ଆୟ୍ସିମଃନାର୍ ମଃନ୍, ହିଲାମଃନାର୍ ଗିନେ ଆର୍ ଅମାନ୍ୟାମଃନ୍କେ ଦଃର୍ମି ଲକ୍ମଃନାର୍ ଗ୍ୟାନ୍ ସଃଙ୍ଗ୍ ମାନୁକ୍ ଲେଉଟାଉଁକ୍ ଆର୍ ମାପୁରାର୍ ଗିନେ ଲକ୍ମଃନ୍କେ ତିଆର୍ କଃରୁକେ ଏଲିୟର୍ ଆତ୍ମା ଆର୍ ସଃକାତ୍ ସଃଙ୍ଗ୍ ତାର୍ ଆଗେ ଇଣ୍ଡେଦ୍ ।"