16 ଆର୍ ସେ ଇସ୍ରାଏଲ୍ ଜାତିର୍ କଃତେକ୍ ଲକ୍ମଃନ୍କେ ସେମଃନାର୍ ସଃର୍ଗାର୍ ମାପୁର୍ ଇସ୍ୱରାର୍ ହାକ୍ ଲେଉଟାୟ୍ ଆଣେଦ୍ । 17 ଉବାସି ଆୟ୍ସିମଃନାର୍ ମଃନ୍, ହିଲାମଃନାର୍ ଗିନେ ଆର୍ ଅମାନ୍ୟାମଃନ୍କେ ଦଃର୍ମି ଲକ୍ମଃନାର୍ ଗ୍ୟାନ୍ ସଃଙ୍ଗ୍ ମାନୁକ୍ ଲେଉଟାଉଁକ୍ ଆର୍ ମାପୁରାର୍ ଗିନେ ଲକ୍ମଃନ୍କେ ତିଆର୍ କଃରୁକେ ଏଲିୟର୍ ଆତ୍ମା ଆର୍ ସଃକାତ୍ ସଃଙ୍ଗ୍ ତାର୍ ଆଗେ ଇଣ୍ଡେଦ୍ ।"