19 ଦୁତ୍ ତାକ୍ ଉତୁର୍ ଦିଲା, "ମୁଁୟ୍ ଗାବ୍ରିଏଲ୍, ମୁଁୟ୍ ଇସ୍ୱରାର୍ ଲଃଗେ ଟିଅଉତା ଦୁତ୍, ଆର୍ ତକେ ଇ କଃତା କଃଉଁକେ ଆର୍ ଇ ସଃର୍ଦାର୍ କବୁର୍ ପର୍ଚାର୍ କଃରୁକେ ମାପୁର୍ ମକ୍ ହଟାୟ୍ଲା ଆଚେ ।
ଜିସୁର୍ ଜଃଲମ୍ ଅଃଉତାର୍ ଦୁତ୍ ଜାଣାୟ୍ଲା
26 ଏଲିସାବେତ୍ ଆଙ୍ଗେ ଅୟି ଚଅ ମାସ୍ ଅୟ୍ଲା ହଃଚେ, ଗାବ୍ରିଏଲ୍ ଦୁତ୍ ଇସ୍ୱର୍ ଲଃଗେହୁଣି ଗାଲିଲି ରାଜିର୍ ନାଜରିତ୍ ନାଉଁଆର୍ ଗଃଳେ ଗଟେକ୍ ଦଃଙ୍ଗ୍ଳି ଟକିର୍ ଚଃମେ ଆୟ୍ଲା ।