ଜିକରିଅର୍ ବାବ୍ବାଣି
67 ଆର୍ ଜହନାର୍ ଉବାସି ଜିକରିଅ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟି ଇ ବାବ୍ବାଣି କୟ୍ଲା-
68 "ଦନ୍ୟ ମାପୁର୍, ଇସ୍ରାଏଲାର୍ ଇସ୍ୱର୍,
କାୟିତାକ୍ବଃଲେକ୍ ସେ ତାକାର୍ ଲକ୍ମଃନ୍କେ ଦଃୟା କଃରି ମୁକ୍ତିଦେଉଁକେ ଆସିଆଚେ ।
69 ସେ ଅଃମିମଃନାର୍ ମୁକ୍ତିକାରି ସେ ନିଜାର୍ ଦଃଙ୍ଗ୍ଳା ଦାଉଦ୍ ବଃଉଁସାର୍,
ଗଟେକ୍ ବପୁକାରି ମୁକ୍ଳାଉତା ଲକ୍କେ ଅଃମିମଃନ୍କେ ଦିଲା ଆଚେ ।
70 ଆଗେହୁର୍ବେ ହୁଣି ମାପୁର୍ ତାର୍ ପବିତ୍ର ବାବ୍ବାଦିମଃନାର୍ ଟଣ୍ଡେ ଜାୟ୍ ବଃଲି କୟ୍ ରିଲା ।
71 ସେବାନ୍ୟା ଅଃମାର୍ ସଃତ୍ରୁମଃନାର୍ ତଃୟ୍ହୁଣି ଆର୍ ଅଃମିକ୍ ଇନସ୍ତା କଃର୍ତା ସଃବୁଲକାର୍ ଆତେ ହୁଣି ଅଃମିକ୍ ମୁକ୍ତି କଃରିଆଚେ ଆଚେ ।
72 ଜଃନ୍କଃରି ସେ ଅଃମାର୍ ହୁର୍ବାର୍ ନିର୍ମୁଳ୍ ଦାଦିବାବୁମଃନ୍କେ ଦଃୟା ଦଃକାୟ୍ଦ୍, ଆର୍ ସେମଃନାର୍ ପବିତ୍ର ବିଦି ଏତାଉଁକେ,
73 ଆର୍ ଅଃମାର୍ ଉବା ଅବ୍ରାହାମାର୍ ଲଃଗେ ଜୁୟି ହଃର୍ମାଣ୍ କଃରି ରିଲା,
ଅଃହ୍ଣାର୍ ସେ ପବିତ୍ର ବିଦି ଏତାୟ୍ଦ୍,
74 ଆରେକ୍ ଜଃନ୍କଃରି ଅଃମି ସଃତ୍ରୁମଃନାର୍ ଆତେ ହୁଣି ଅଃମିକ୍ ରଃକ୍ୟା ହାୟ୍ଁ,
ନଃଡିର୍ତେ ଜୁଗ୍ଜୁଗ୍ ହଃତେକ୍ ତାର୍ ସେବା କଃରୁନ୍ଦ୍,
75 ଜିବନ୍ କାଳେ ଅଃମିମଃନ୍ ପବିତ୍ର ଆର୍ ଦଃର୍ମେ ଜିବନ୍ କାଟୁଆଁ ଇରି ଇସ୍ୱରାର୍ ଇଚା ।"
76 "ଆର୍ ଏ ମର୍ ହିଲା, ତୁୟ୍ ସଃବ୍କେ ଉଟ୍ୟା ଇସ୍ୱରାର୍ ଗଟେକ୍ ବାବ୍ବାଦି ବଃଲି ଡାକେ ହୁଟ୍ସି,
ତୁୟ୍ ମାପୁରାର୍ ଗଟେକ୍ ଆଗ୍ତୁର୍ କବୁର୍କାରିଆ ହର୍,
ତାର୍ ଗିନେ ତାର୍ ବାଟ ତିଆର୍ କଃର୍ସି ।
77 କାୟିତାକ୍ବଃଲେକ୍ ଅଃନ୍ଦାରେ ଆର୍ ମଃରୁକ୍ ବଃସିରିଲା ଲକ୍କେ ହାହେ ହୁଣି ମୁକ୍ତି ଦେଉଁକେ,
78 ଆରେକ୍ ଅଃମାର୍ ଇସ୍ୱର୍ ମାପୁର୍ ଦଃୟାକାରି ଆର୍ କଃଉଁଣା ମଃନାର୍,
ସେ ଅଃମାର୍ ଗିନେ ମୁକୁଳ୍ତା ସଃକ୍ତି ଉଦାୟ୍ଦ୍ ।
79 ସେ ଲାଡାର୍ ଦଃୟା ଗିନେ ଇସ୍ୱରାର୍ ଲକ୍ମଃନ୍କେ ସେମଃନାର୍ ହାହ୍ କେମା ସଃଙ୍ଗ୍ ମୁକୁଳ୍ତା ସୁସ୍ତାର୍ ଗିଆନ୍ ଦେଉଁକେ,
ତୁୟ୍ ତାକାର୍ ବାଟ ତିଆର୍ କଃରୁକେ ତାକାର୍ ଆଗେ ଇଣ୍ଡ୍ସି ।"