11 ଆର୍ ତୁମିମଃନାର୍ ବିତ୍ରେ ଅଃନ୍କାର୍ ଉବାସି କେଏ ଆଚେ, ଜାକେ ତାର୍ ହୟିସି ମାଚ୍ ମାଗ୍ଲେକ୍ ସେ ତାକେ ମାଚ୍ ବାଦୁଲେ ସାହ୍ ଦଃୟ୍ଦ୍ ? 12 ଆର୍ ଡିମ୍ ମାଗ୍ଲେକ୍, ତାକ୍ କାୟି ମିଚକାକ୍ଳା ଦଃୟ୍ଦ୍ ? 13 ଇତାକ୍ ତୁମିମଃନ୍ କଃରାପ୍ ଅୟିଲେକ୍ ହେଁ, ଜଃବେ ଅଃହ୍ଣା ଅଃହ୍ଣାର୍ ହିଲାମଃନ୍କେ ନିକ ନିକ ଦାନ୍ ଦେଉଁକେ ଜାଣାସ୍, ତଃବେ ଜୁୟି ଉବା ସଃର୍ଗେହୁଣି ଦାନ୍ କଃରେଦ୍, ସେ ତାର୍ ଚଃମେ ମାଗ୍ତା ଲକ୍ମଃନ୍କେ କଃତେକ୍ ଅଃଦିକ୍ ପବିତ୍ର ଆତ୍ମା ନଃଦେୟ୍ ।"
Publicidade