11 ଆର୍ ଦଃକା ସେତି ଗଟେକ୍ ଦୁସ୍ଟ୍ ଆତ୍ମା ଡଃସିରିଲା ମାୟ୍ଜି ରିଲି, ସେ ଅଃଟ୍ର ବଃର୍ସ୍ ହଃତେକ୍ କୁବ୍ଳି ଅୟ୍ରିଲି, ସେ ସଃଳ୍କେ ଅୟି ଟିଆ ଅଃଉଁକେ ନଃହାର୍ତିରିଲି । 12 ଜିସୁ ତାକ୍ ଦଃକି ଲଃଗେ କୁଦି କୟ୍ଲା, "ଏ ଆୟା, ତୁୟ୍ ନିକ ଅୟ୍ଲିସ୍ !" 13 ଆର୍ ଜିସୁ ତାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲା, ଆର୍ ସେଦାହ୍ରେ ସେ ସଃଳ୍କ୍ ଅୟି ଟିଆ ଅୟ୍ଲି, ଆର୍ ସେ ଇସ୍ୱରାର୍ ଗୁଣ୍ଗାଉଁକେ ଦଃର୍ଲି ।