ପାରୁସି ଆର୍ ରିବ୍ନିର୍ କଃତା
9 ନିଜ୍ ନିଜ୍କେ ଦଃର୍ମିଲକ୍ ବଃଲି ଦଃକାୟ୍ ଅୟି ଆସ୍ର କଃରି ସଃବ୍କେ ହିନ୍ମାନ୍ କଃର୍ତିରିଲା କଃତି ଲକ୍ମଃନ୍କେ ଜିସୁ ଇ କଃତା ହେଁ କୟ୍ଲା,
14 ୧୮:୧୪ ମାତି ୨୩:୧୨; ଲୁକ ୧୪:୧୧.ମୁଁୟ୍ ତୁମିମଃନ୍କେ କଃଉଁଲେ, ପାରୁସି ନଃୟ୍ ମଃତର୍ ରିବ୍ନି ମାପୁରାର୍ ଆକାୟ୍ ଦଃର୍ମି ଗଃଣାଅୟ୍ଲା ଲକ୍ ବଃଲି ଅଃହ୍ଣାର୍ ଗଃରେ ଗଃଲା; କାୟିତାକ୍ବଃଲେକ୍ ଜୁୟ୍ଲକ୍ ଅଃହ୍ଣାକ୍ ବଃଡ୍ ବଃଲି ଦଃକାୟ୍ ଅୟ୍ଦ୍, ତାକ୍ ମାପୁର୍ ସାନ୍ କଃରେଦ୍, ମଃତର୍ ଜୁୟ୍ଲକ୍ ନିଜ୍କେ ସାନ୍ କଃରେଦ୍, ତାକ୍ ମାପୁର୍ ବଃଡ୍ କଃରେଦ୍ ।"