8 ମଃତର୍ ଜକିୟ ଉଟିକଃରି ଜିସୁକେ କୟ୍ଲା, "ଏ ମାପୁର୍, ଦଃକ୍, ମର୍ ଆଦ୍ବାଗ୍ ଦଃନ୍ ମୁଁୟ୍ ନୟ୍ଲା ଲକ୍କେ ଦେଉଁଲେ, ଆର୍ ଜଦି ବଃଳ୍ମାଡେ କାର୍ ତଃୟ୍ହୁଣି କାୟିରି ଆଣି ରଃୟ୍ନ୍ଦ୍, ତଃବେ ଚାରି ଗୁଣ୍ ବାଉଳାୟ୍ ଦେଉଁଲେ ।"
9 ସେତାକ୍ ଜିସୁ ତାର୍ କଃତା କୟ୍ଲା, "ଆଜି ଇ ଗଃରେ ମୁକ୍ତି ହଚିଆଚେ, ସେତାକ୍ ଏ ହେଁ ଗଟେକ୍ ଅବ୍ରାହାମାର୍ ହିଲା ।