ନଃରାର୍ ହୟିସି ଆସ୍ତା ଦିନ୍
25 ୨୧:୨୫ ପ୍ରକା ୬:୧୨,୧୩. "ଆରେକ୍ ବେଳ୍, ଜଃନ୍ ତାରାମଃନାର୍ ତଃୟ୍ ଚିନା ଦଃକାଜାୟ୍ଦ୍ ଆର୍ ହୁର୍ତିବିଜାକ ଲକ୍ ମଃନାର୍ ବିତ୍ରେ ବିପ୍ତି ଗଃଟେଦ୍; ସଃମ୍ନ୍ଦ୍ ଆର୍ ଉଲାଳାର୍ ଗଃର୍ଜାଣେ ସେମଃନାର୍ ବୁଦି ବାଣା ଅୟ୍ଦ୍ । 26 ଆରେକ୍ ହୁର୍ତିବି ଉହ୍ରେ ଆସ୍ତି ରିଲା ଗଃଟ୍ଣା ମଃନ୍ ଡିରିକଃରି ଲକ୍ମଃନ୍ ମୁର୍ଚା ହର୍ ଅଃଉତି, ବଃଲେକ୍ ଅଃଗାସ୍ ଉହ୍ରାର୍ ସଃକ୍ତିମଃନ୍ ଜଃତ୍କଃତ୍ ଅଃଉତି ।