ବେସ୍ଣି, ମଣା ଆର୍ କଃଣ୍ଡା
35 ୨୨:୩୫ ମାତି ୧୦:୯,୧୦; ମାର୍କ ୬:୮,୯; ଲୁକ ୯:୩; ୧୦:୪. ଆର୍, ଜିସୁ ସେମଃନ୍କେ କୟ୍ଲା, "ଜଃଡେବଃଳ୍ ତୁମିମଃନ୍କେ ଜାଲିଆ, ମଣା, ଆର୍ ହାଣ୍ଡାୟ୍ ନଃନେଇଁ ଜଃଉଁକେ ହଃଟାୟ୍ରିଲେ, ସଃଡେବଃଳ୍ ତୁମାର୍ କି କାୟିରି ଉଣା ଅୟ୍ଲି ?" ସେମଃନ୍ କୟ୍ଲାୟ୍, "ନାୟ୍ ।"