ଜିସୁର୍ ଦାଦିବାବୁମଃନ୍
23 ଜିସୁ ପର୍ଚାର୍ କାମ୍ ଆରୁମ୍ କଃଲା ବଃଳ୍ ତାକ୍ ହାକାହାକି ତିରିସ୍ ବଃର୍ସ୍ ଅୟ୍ରିଲି; ଲକ୍ମଃନାର୍ ବାବ୍ନା ଇସାବେ ଜିସୁ ଜସେପାର୍ ହୟିସି; ଜସେପ୍ ଏଲିର୍ ହୟିସି, 24 ଏଲି ମତାତର୍ ହୟିସି, ମତାତ ଲେବିର୍ ହୟିସି, ଲେବି ମଲ୍କିର୍ ହୟିସି, ମଲ୍କି ଜନୟର୍ ହୟିସି, ଜନୟ ଜସେପାର୍ ହୟିସି, 25 ଜସେପ୍ ମତିତ୍ୟାର୍ ହୟିସି, ମତିତ୍ୟା ଆମସାର୍ ହୟିସି, ଆମସ୍ ନାହୁମାର୍ ହୟିସି, ନାହୁମ ହେସଲିର୍ ହୟିସି, ହେସଲି ନଗୟାର୍ ହୟିସି, 26 ନଗୟ ମହତାର୍ ହୟିସି, ମହତ ମତିତ୍ୟାର୍ ହୟିସି, ମତିତ୍ୟା ସିମଇର୍ ହୟିସି, ସିମଇ ଜସେକାର୍ ହୟିସି, ଜସେକ ଜଦାର୍ ହୟିସି, 27 ଜଦା ଜହନାର୍ ହୟିସି, ଜହନ୍ ରେସାର୍ ହୟିସି, ରେସା ଜିରୁବାବେଲାର୍ ହୟିସି, ଜିରୁବାବେଲ୍ ସଲ୍ଟିୟେଲାର୍ ହୟିସି, ସଲ୍ଟିୟେଲ୍ ନେରିର୍ ହୟିସି, 28 ନେରି ମଲକିର୍ ହୟିସି, ମଲକି ଅଦିର୍ ହୟିସି, ଅଦି କସାମାର୍ ହୟିସି, କସାମ ଏଲ୍ମଦାନାର୍ ହୟିସି, ଏଲ୍ମଦାନ ଏରର୍ ହୟିସି, 29 ଏର ଜିହସୁୟର୍ ହୟିସି, ଜିହସୁୟ ଏଲିଆଜରାର୍ ହୟିସି, ଏଲିଆଜର୍ ଜରିମର୍ ହୟିସି, ଜରିମ ମତାତର୍ ହୟିସି, ମତାତ ଲେବିର୍ ହୟିସି, 30 ଲେବି ସିମିଅନାର୍ ହୟିସି, ସିମିଅନ୍ ଜିଉଦାର୍ ହୟିସି, ଜିଉଦା ଜସେପାର୍ ହୟିସି, ଜସେପ୍ ଜନାମାର୍ ହୟିସି, ଜନାମ ଏଲିଆକିମାର୍ ହୟିସି, 31 ଏଲିଆକିମ୍ ମଲାହର୍ ହୟିସି, ମଲାହ ମନାର୍ ହୟିସି, ମନା ମତତାର୍ ହୟିସି, ମତତା ନାତନାର୍ ହୟିସି, ନାତନ୍ ଦାଉଦାର୍ ହୟିସି, 32 ଦାଉଦ୍ ଜିସିର୍ ହୟିସି, ଜିସି ଅବେଦର୍ ହୟିସି, ଅବେଦ ବୟଜାର୍ ହୟିସି, ବୟଜ ସେଲହର୍ ହୟିସି, ସେଲହ ନହସନାର୍ ହୟିସି, 33 ନହସନ୍ ଅମିନାଦବାର୍ ହୟିସି, ଅମିନାଦବ୍ ଅଦ୍ମିନାର୍ ହୟିସି, ଅଦ୍ମିନ୍ ଅର୍ନିର୍ ହୟିସି, ଅଃର୍ନି ହିସ୍ରଣାର୍ ହୟିସି, ହେସ୍ରଣ ପେରସାର୍ ହୟିସି, ପେରସ୍ ଜିଉଦାର୍ ହୟିସି, 34 ଜିଉଦା ଜାକୁବର୍ ହୟିସି, ଜାକୁବ ଇସାକାର୍ ହୟିସି, ଇସାକ୍ ଅବ୍ରାହାମାର୍ ହୟିସି, ଅବ୍ରାହାମ୍ ତେରହର୍ ହୟିସି, ତେରହ ନାହରାର୍ ହୟିସି, 35 ନାହର ସରୁଗାର୍ ହୟିସି, ସରୁଗ ରଗୁର୍ ହୟିସି, ରଗୁ ପେଲଗାର୍ ହୟିସି, ପେଲଗ ଏବରାର୍ ହୟିସି, ଏବର୍ ସେଲହାର୍ ହୟିସି, 36 ସେଲହ କେନାନାର୍ ହୟିସି, କେନାନ୍ ଅରପକଦାର୍ ହୟିସି, ଅରପକଦା ସେମର୍ ହୟିସି, ସେମ ନହର୍ ହୟିସି, ନହର୍ ଉବାସି ଲେମକ୍, 37 ଲେମକ ମତୁସେଲହାର୍ ହୟିସି, ମତୁସେଲହ ହନକାର୍ ହୟିସି, ହନକ ଜେରଦାର୍ ହୟିସି, ଜେରଦ ମହଲେଲାର୍ ହୟିସି, ମହଲେଲ୍ କେନାନାର୍ ହୟିସି 38 କେନାନ୍ ଏନସାର୍ ହୟିସି, ଏନସ ସେତର୍ ହୟିସି, ସେତ ଆଦମାର୍ ହୟିସି, ଆଦମ୍ ଇସ୍ୱରାର୍ ହୟିସି ।