ଜିସୁ ଗଟେକ୍ ରାଣ୍ଡିର୍ ମଃଲା ହୟ୍ସିକ୍ ବାଚାୟ୍ଲା
11 ଆର୍ ହଃଚେ ଜିସୁ ନାଇନ ନାଉଁଆର୍ ଗଃଳେ ଗଃଲା ଆର୍ ତାର୍ ଚେଲାମଃନ୍ ଆର୍ ଗାଦେକ୍ ଲକ୍ ତାର୍ ସଃଙ୍ଗ୍ ଜାତିରିଲାୟ୍ । 12 ଜିସୁ ଗଃଳ୍ ଦୁଆର୍ ଚଃମେ ହଚ୍ଲାକ୍, ଦଃକା ଲକ୍ମଃନ୍ ଗଟେକ୍ ମଃଲା ଲକ୍କେ ସେ ଗଃଳେ ହୁଣି ହଃଦାୟି ବୟ୍ ଆଣ୍ତି ରିଲାୟ୍, ସେ ଆୟ୍ସିର୍ ଗଟେକ୍ ବଃଲି ହୟିସି ରିଲା, ଆରେକ୍ ସେ ମାଇଜି ରାଣ୍ଡି, ଆର୍ ସେ ଗଃଳାର୍ ଗାଦେକ୍ ଲକ୍ମଃନ୍ ତାର୍ ସଃଙ୍ଗ୍ ରିଲାୟ୍ । 13 ତାକ୍ ଦଃକି ମାପୁର୍ ତାକ୍ ଦଃୟା କଃରୁକେ ମଃନ୍ କଃରି କୟ୍ଲା, "କାନ୍ଦ୍ ନାୟ୍ଁ ।" 14 ଆର୍ ସେ ଚଃମେ ଜାୟ୍ ମଃଳାଡଃଣ୍ଡିଆକେ ଚୁୟ୍ଲା, ଆରେକ୍ ମଃଳ୍ ବୟ୍ରିଲା ଲକ୍ମଃନ୍ ଟିଆ ଅୟ୍ଲାକ୍, ଜିସୁ କୟ୍ଲା, "ଏ ବେଣ୍ଡ୍ୟା, ମୁଁୟ୍ ତକେ କଃଉଁଲେ ଉଟ୍ ।" 15 ସେତାକ୍ ମଃଲା ଲକ୍ ଉଟି ବଃସ୍ଲା, ଆର୍ କଃତା କଃଉଁକେ ଦଃର୍ଲା, ଆରେକ୍ ଜିସୁ ତାକେ ତାର୍ ଆୟ୍ସିର୍ ଆତେ ସଃହ୍ରି ଦିଲା ।
16 ଇତାକ୍ ସଃର୍ନେ ଲକ୍ମଃନ୍ ଡିରି ଗଃଳାୟ୍, ଆର୍ ଇସ୍ୱରାର୍ ଜଃଜ୍ମାନ୍ କଃରି କୟ୍ଲାୟ୍, "ଅଃମାର୍ ବିତ୍ରେ ଗଟେକ୍ ବଃଡ୍ ବାବ୍ବାଦି ବାରାୟ୍ ଆଚେ, ଆର୍ ମାପୁର୍ ଅଃହ୍ଣାର୍ ଲକ୍ମଃନ୍କେ ମୁକ୍ଳାଉଁକେ ଆସି ଆଚେ ।"
17 ଆରେକ୍ ଜିସୁର୍ କଃତା ସଃବୁ ଜିଉଦା ଦେସ୍ ଆର୍ ଚାରି ଦିଗାର୍ ସଃବୁ ହଲି ବାଟ ଉର୍ଜି ଅୟ୍ଲି ।