ଜାଇରସାର୍ ଜିସି ଆର୍ ଜିସୁର୍ ବଃସ୍ତର୍ ଚୁୟ୍ଲା ମାୟ୍ଜି
40 ଜଃଡେବଃଳ୍ ଜିସୁ ସଃମ୍ନ୍ଦାର୍ ଇହାଟି ଆୟ୍ଲା, ଲକ୍ମଃନ୍ ତାକ୍ ସଃର୍ଦାମଃନେ ବେଟ୍ ଅୟ୍ଲାୟ୍, ବଃଲେକ୍ ସଃବୁ ଲକ୍ ତାକ୍ ଜାଗି ରିଲାୟ୍ ।
56 ଇତାକ୍ ତାର୍ ଉବାସି ଆୟ୍ସି କାବା ଅୟ୍ଲାୟ୍, ମଃତର୍ ସେ ଗଃଟ୍ଣାର୍ କଃତା କାକେ ହେଁ କଃଉଆ ନାୟ୍ ବଃଲି ସେମଃନ୍କେ କୟ୍ଲା ।