20 ମଃତର୍ ସେ ଇରି ମଃନେ ହାଚ୍ଲା ହଃଚେ, ଦଃକା, ମାପୁରାର୍ ଗଟେକ୍ ଦୁତ୍ ତାକ୍ ଚଃହ୍ନେ ଦଃକାୟ୍ ଅୟି କୟ୍ଲା, "ଏ ଦାଉଦ୍ ବଃଉଁସାର୍ ଜସେପ୍ ! ମରିୟମ୍କେ ବିବା ଅଃଉଁକେ ଡିର୍ନାୟ୍, କାୟିତାକ୍ବଃଲେକ୍ ସେ ପବିତ୍ର ଆତ୍ମାୟ୍ ଆଙ୍ଗେ ଅୟିଆଚେ । 21 ସେ ଗଟେକ୍ ହିଲା ଜଃଲମ୍ କଃରେଦ୍, ଆର୍ ତୁମି ତାର୍ ନାଉ ଜିସୁ ସଃଙ୍ଗାଉଆସ୍, କାୟିତାକ୍ବଃଲେକ୍ ସେ ତାର୍ ଲକ୍ମଃନ୍କେ ସେମଃନାର୍ ହାହେ ହୁଣି ମୁକ୍ଳାୟ୍ଦ୍ ।"
Publicidade
Publicidade