11 ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ମାୟ୍ଜି ହେଟେହୁଣି ଜଃଲମ୍ ଅୟ୍ଲା ସଃବୁ ଲକ୍ମଃନାର୍ ବିତ୍ରେ ବାପ୍ତିସମ୍ ଦେତା ଜହନ୍ ତଃୟ୍ହୁଣି ବଃଡ୍ କେଏ ନାୟ୍ । ମଃତର୍ ଜେ ସଃର୍ଗ୍ ରାଇଜେ ସଃବ୍କେ ସାନ୍, ସେ ଜହନାର୍ ତଃୟ୍ହୁଣି ହେଁ ବଃଡ୍ । 12 ୧୧:୧୨ ଲୁକ ୧୬:୧୬.ଆର୍ ବାପ୍ତିସମ୍ ଦେଉ ଜହନ୍ ତାର୍ କଃତା ପର୍ଚାର୍ କଃଲା ବଃଳ୍ହୁଣି ଆଜି ହଃତେକ୍ ସଃର୍ଗ୍ ରାଇଜ୍ ଉହ୍ରେ ବଃଳ୍ମାଡ୍ ଅଃଉଁଲି, ଆରେକ୍ ଅଃଦିକାର୍ କଃର୍ତା ଲକ୍ମଃନ୍ ଜଃବର୍ ବଃଳ୍ବପୁ ସଃଙ୍ଗ୍ ଅଃଦିକାର୍ କଃରୁକେ ମଃନ୍ କଃରୁଲାୟ୍ ।