ଅଃବିସ୍ୱାସି ଗଃଳ୍
20 ସଃଡେବଃଳ୍ ଜୁୟି ଗଃଳେ ଜିସୁର୍ ଗାଦେକ୍ ସଃକ୍ତିର୍ କାମ୍ କଃରା ଅୟ୍ରିଲି, ସେ ଗଃଳ୍ମଃନ୍କେ ଜିସୁ ଲିନ୍ଦା କଃରୁକେ ଦଃର୍ଲା, କାୟିତାକ୍ବଃଲେକ୍ ସେମଃନ୍ ହାହ୍ ଚାଡି ନଃରିଲାୟ୍ । 21 "ଚି, ଦଃଣ୍ଡାର୍ ଜୟ୍ଗ୍ କରାଜିନ୍, ଚି, ଦଃଣ୍ଡାର୍ ଜୟ୍ଗ୍ ବେତ୍ସାଇଦା, କାୟିତାକ୍ବଃଲେକ୍ ତୁମିମଃନାର୍ ବିତ୍ରେ ଜୁୟି ଜୁୟି ସଃକ୍ତିର୍ କାମ୍ କଃରା ଅୟିଆଚେ, ସେରିମଃନ୍ ସଃବୁ ସର୍ ଆର୍ ସିଦନ୍ ତଃୟ୍ଁ କଃରା ଅୟ୍ରିଲେକ୍, ସେମଃନ୍ କଃଡେବଃଳ୍ ହୁଣି ବାସ୍ତା ହିନ୍ଦି ଚାରେ ବଃସି ହାହ୍ ଚାଡି ରିଲାୟ୍ହୁଣି । 22 ଅୟିଲେକ୍ ହେଁ ମୁଁୟ୍ ତୁମିମଃନ୍କେ କଃଉଁଲେ, ଇସ୍ୱର୍ ବିଚାର୍ କଃର୍ତା ଦିନ୍ ସର୍ ଆର୍ ସିଦନ୍ ତଃୟ୍ର୍ ଲକ୍ମଃନ୍କେ ଅଃଦିକ୍ ଦଃୟା ଦଃକାୟ୍ଦ୍ । 23 ଏ କପୁର୍ନାହୁମ୍ ତଃୟ୍ର୍ ଲକ୍ମଃନ୍, ତୁମି କାୟି ନିଜେ ସଃର୍ଗେ ହଃତେକ୍ ଉଟୁକ୍ ମଃନ୍ କଃରୁଲାସ୍ ? ତୁମିକେ ନଃର୍କେ ହଃକା ଅୟ୍ଦ୍, କାୟିତାକ୍ବଃଲେକ୍ ତୁମାର୍ ତଃୟ୍ ଜୁୟି ଜୁୟି ସଃକ୍ତିର୍ କାମ୍ କଃରା ଅୟିଆଚେ, ସେରି ସଃବୁ ଜଦି ସଦମ୍ ତଃୟ୍ କଃରା ଅୟ୍ରିଲେକ୍, ସେରି ଆଜି ହଃତେକ୍ ରିଲିହୁଣି । 24 ୧୧:୨୪ ମାତି ୧୦:୧୫; ଲୁକ ୧୦:୧୨.ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଇସ୍ୱର୍ ବିଚାର୍ କଃର୍ତା ଦିନ୍ ତୁମାର୍ ତଃୟ୍ହୁଣି ସଦମ୍ ଦେସାର୍ ଲକ୍ମଃନ୍କେ ଅଃଦିକ୍ ଦଃୟା ଦଃକାୟ୍ଦ୍ ।"