31 ତଃବେ ମୁଁୟ୍ ତୁମିମଃନ୍କେ କଃଉଁଲେ, ମାନାୟ୍ମଃନାର୍ ସଃର୍ନେ ହାହ୍ ଆର୍ ଲିନ୍ଦା କଃତା କେମା କଃରା ଅୟ୍ଦ୍, ମଃତର୍ ପବିତ୍ର ଆତ୍ମାର୍ ବିରୁଦେ ଲିନ୍ଦା କଃତା କୟ୍ଲେକ୍ କେମା କଃରାନୟ୍ । 32 ୧୨:୩୨ ଲୁକ ୧୨:୧୦.ଆର୍ ଜେ ନଃରାର୍ ହୟିସି ବିରୁଦେ କଃତା କୟ୍ଦ୍ ତାକ୍ କେମା ଦିଆ ଅୟ୍ଦ୍, ମଃତର୍ ଜେ ପବିତ୍ର ଆତ୍ମା ବିରୁଦେ କଃତା କୟ୍ଦ୍, ତାକ୍ ଇ ଜୁଗେ କି ସେ ଜୁଗେ କେମା ନାୟ୍ ।"