38 ତାସ୍ ହଃଦା ଅଃଉଁଲି ଜଃଗତ୍, ଜୁୟି ଲକ୍ମଃନ୍ ସଃର୍ଗ୍ ରାଇଜେ ବାସା କଃର୍ତି, ସେମଃନ୍ ନିକ ବିଆନ୍, କଃଦଟଳା ରଃନ୍ ହାହ୍ ଆତ୍ମାର୍ ଲକ୍ମଃନ୍ । 39 ଜୁୟି ସଃତ୍ରୁ ସେରି ବୁଣ୍ଲି, ସେ ସୟ୍ତାନ୍, କାଟାବେଟା ବେଳା ଅୟ୍ଲି ଜୁଗ୍ ସେସ୍ ଦିନ୍, ଆର୍ କାଟ୍ତା ଲକ୍ସଃବୁ ସଃର୍ଗ୍ ଦୁତ୍ମଃନ୍ ।