3 ଜିସୁ ସେମଃନ୍କେ କୟ୍ଲା, "ତୁମିମଃନ୍ ହେଁ ତୁମାର୍ ଦାଦିବାବୁ ଦିଲାର୍ ବିଦି କଃରି ଆସୁଲାର୍ ଗିନେ କାୟିତାକ୍ ଇସ୍ୱରାର୍ ଆଦେସ୍ ନଃମାନୁଲାସ୍ ? 4 ଇସ୍ୱର୍ ତ କୟ୍ଲା ଆଚେ, ‘ଆୟା ଉବାକ୍ ମାନା, ଆର୍ ଜୁୟ୍ଲକ୍ ଉବା କି ଆୟାକ୍ ସାୟ୍ପ୍ ଦଃୟ୍ଦ୍, ସେ ନିଜ୍କଃରି ମଃର୍ନ୍ ଡଃଣ୍ଡ୍ ହାୟ୍ଦ୍ ।’