ଜିସୁ ହଃକା କ୍ରିସ୍ଟ ବଃଲି ପିତର୍ କୟ୍ଦ୍
13 ତାର୍ହଃଚେ ଜିସୁ କାଇସରିଆ ପିଲିପି ଗଃଳେ ଆସି ଅଃହ୍ଣାର୍ ଚେଲାମଃନ୍କେ ହଃଚାର୍ଲା, "ନଃରାର୍ ହୟିସି କେଏ ବଃଲି ଲକ୍ମଃନ୍ କାୟିରି କଃଉଁଲାୟ୍ ?"
14 ୧୬:୧୪ ମାତି ୧୪:୧,୨; ମାର୍କ ୬:୧୪,୧୫; ଲୁକ ୯:୭,୮. ଇତାକ୍ ସେମଃନ୍ କୟ୍ଲାୟ୍, "କେଏ କେଏ କଃଉଁଲାୟ୍, ବାପ୍ତିସମ୍ ଦେତା ଜହନ୍, କେଏ କେଏ ଏଲିୟ, ଆରେକ୍ କେଏ କେଏ ଜିରିମିୟ ଆର୍ ବାବ୍ବାଦିମଃନାର୍ ବିତ୍ରେ ଗଟେକ୍ ।"
15 ଜିସୁ ସେମଃନ୍କେ ହଃଚାର୍ଲା, "ମଃତର୍ ମୁଁୟ୍ କେଏ ବଃଲି ତୁମିମଃନ୍ କାୟିରି କଃଉଁଲାସ୍ ?"
16 ୧୬:୧୬ ଜହ ୬:୬୮,୬୯. ସିମନ୍ ପିତର୍ କୟ୍ଲା, "ତୁୟ୍ କ୍ରିସ୍ଟ୧୬:୧୬ କ୍ରିସ୍ଟ ଉଦାର୍ କଃର୍ତା ଜିବନ୍ ଇସ୍ୱରାର୍ ହୟିସି, ଜିବନ୍ ଇସ୍ୱରାର୍ ହୟିସି ।"