ଜିସୁ ତାର୍ ମଃର୍ନ୍ ଆର୍ ଉଟ୍ତା କଃତା କୟ୍ଲା
21 ସଃଡେବଃଳ୍ ହୁଣି ଜିସୁ ଅଃହ୍ଣାର୍ ଚେଲାମଃନ୍କେ କଃଉଁକେ ଦଃର୍ଲା, "ମକ୍ ଜଃନ୍କଃରି ହେଁ ଜିରୁସାଲମ୍ ଜଃଉଁକେ ଅୟ୍ଦ୍ । ଆର୍ ପାରାଚିନ୍, ବଃଡ୍ ଜାଜକ୍, ଆର୍ ଦଃର୍ମ୍ଗୁରୁ ଆତେ ବଃଡେ ଦୁକ୍ ଡଃଣ୍ଡ୍ ହାୟ୍ନ୍ଦ୍ । ଆର୍ ମଃରିନ୍ଦ୍ ଆରେକ୍ ତିନିଦିନାର୍ ହଃଚେ ମଃର୍ନେହୁଣି ଉଟୁକ୍ ଅୟ୍ଦ୍ ।"