23 ସେତାକ୍ ଜିସୁ ଅଃହ୍ଣାର୍ ଚେଲାମଃନ୍କେ କୟ୍ଲା, "ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ମାଜନ୍ ଲକ୍ କଃଡେ କଃସ୍ଟେ ସଃର୍ଗ୍ ରାଇଜେ ଜାୟ୍ଦ୍ । 24 ଆରେକ୍ ଗଟ୍ତର୍ ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଗଟ୍ ମାଜନ୍ ଲକ୍ ଇସ୍ୱରାର୍ ରାଇଜେ ଜାତା ବାଟା, ସୁତ୍ଲିର୍ କାଣାବାଟ୍ ଅୟି ଉଟ୍ ଚିଙ୍ଗୁଳ୍ତାର୍ ଉସାସ୍ ।"
25 ଚେଲାମଃନ୍ ଇରି ସୁଣ୍ଲାୟ୍ ଆର୍ କାବା ଅୟି କୟ୍ଲାୟ୍, "ତଃବେ କେଏ ହାହେହୁଣି ନିଜ୍କେ ବଚାଉ ହାରେ ?"
26 ଜିସୁ ସେମଃନ୍କେ ଦଃକି କୟ୍ଲା, "ଇରି ମାନାୟ୍ କଃରୁ ନଃହାରେ ମଃତର୍ ଇସ୍ୱର୍ ସଃବୁ କଃରୁହାରେ ।"