ଜିସୁ ଜଃଜ୍ମାନେ ଜିରୁସାଲମେ ଜାତାର୍
1 ଜଃଡେବଃଳ୍ ଜିସୁ ଆର୍ ତାର୍ ଚେଲାମଃନ୍ ଜିରୁସାଲମ୍ ଲଃଗାର୍ ଜିତ୍ ଡଙ୍ଗୁର୍ ଉହ୍ରେ ରିଲା ବେତ୍ପାଗି ଗାଉଁଏ ହଚ୍ଲାୟ୍, ସଃଡେବଃଳ୍ ଜିସୁ ଜଳେକ୍ ଚେଲାକେ ଇ କଃତା କୟ୍ ହଃଟାୟ୍ଲା, 2 "ତୁମାର୍ ମୁଆଁର୍ ସେ ଗାଉଁଏ ଜାହା, ଆର୍ ସେତି ହଚ୍ଲେକ୍, ସେତି ବାନ୍ଦ୍ଲାର୍ ଗଟେକ୍ ମାୟ୍ ଗଃଦ ଆର୍ ତାର୍ ଗଟେକ୍ ହିଲାଗଃଦକ୍ ଦଃକାସ୍; ସେମଃନ୍କେ ମେଲି ମର୍ ହାକ୍ ଆଣା । 3 ଆର୍ କେଏ ତୁମିକେ କାୟିରି କୟ୍ଦ୍, ତଃବେ କଃଉଆ, ‘ଇମଃନାର୍ ତଃୟ୍ ମାପୁରାର୍ ଲଳା ଆଚେ ।’ ସେଦାହ୍ରେ ସେ ସେମଃନ୍କେ ହଃଟାୟ୍ଦ୍ ।"
4 ବାବ୍ବାଦିର୍ କଃତାମଃନ୍ ହୁରୁଣ୍ ଅଃଉଁକେ ଇରି ଅୟ୍ଲି,
5 "ସିଅନାର୍ ଦଃଙ୍ଗ୍ଳିମଃନ୍କେ କଃଉଆ,
‘ଦଃକ୍ ତର୍ ରଃଜା ତର୍ ଚଃମେ ଆସୁଲା !
ସେ ବଃଡେ ଦିରାର୍ ଆର୍ ହିଲାଗଃଦ ଉହ୍ରେ ବଃସି ଆଚେ,
ଆର୍ ଗଃଦ ହିଲା ଉହ୍ରେ ଚଃଗି ଆସୁଲା ।’"
6 ସେତାକ୍ ଚେଲାମଃନ୍ ଜିସୁର୍ କଃତା ମାନି ସେନ୍ କଃଲାୟି । 7 ତାର୍ହଃଚେ ମାୟ୍ ଗଃଦ ଆର୍ ହିଲାଗଃଦକ୍ ଜିସୁର୍ ହାକ୍ ଆଣ୍ଲାୟି, ଆର୍ ତାର୍ ଉହ୍ରେ ବଃସ୍ତର୍ମଃନ୍ ଅଚାୟ୍ଲାୟ୍, ଆର୍ ଜିସୁ ତାର୍ ଉହ୍ରେ ବଃସ୍ଲା । 8 ଆରେକ୍ ଲକ୍ମଃନାର୍ ବିତ୍ରେ ଗାଦେକ୍ ଲକ୍ ଅଃହ୍ଣା ଅଃହ୍ଣାର୍ ବଃସ୍ତର୍ ବାଟେ ଅଚାୟ୍ଲାୟ୍ ଆର୍ କଃତେକ୍ କଃଜୁରି ଗଃଚାର୍ ଡାଳ୍ ମାରି ଆଣି ବାଟେ ଅଚାଉଁକେ ଦଃର୍ଲାୟ୍ । 9 ଆର୍ ଜିସୁର୍ ଆଗେ ଆର୍ ହଃଚେ ଜାତା ଲକ୍ମଃନ୍ ବଃଡ୍ ଟଣ୍ଡ୍ କଃରି କଃଉଁକେ ଦଃର୍ଲାୟ୍, "ହସାନ୍ନା, ଦାଉଦାର୍ ହୟିସି, ମାପୁରାର୍ ନାଉଁଏ ଜେ ଆସୁଲା, ତାର୍ ଆସିର୍ବାଦ୍ ଅଃଉଅ, ସଃବ୍କେ ଉହ୍ରାର୍ ମାପୁରାର୍ ଜଃଜ୍ମାନ୍ ଅଃଉଅ ।"
10 ଆରେକ୍ ଜିସୁ ଜିରୁସାଲମେ ଗଃଲାକେ ଜିରୁସାଲମ୍ ଗଃଳ୍ଜାକ "ଏ କେଏ ?" ବଃଲି ଉର୍ଜି ଅୟ୍ଲି । 11 ସେତାକ୍ ଲକ୍ମଃନ୍ କୟ୍ଲାୟ୍, "ଏ ଗାଲିଲି ରାଇଜାର୍ ନାଜରିତ୍ ଗାଉଁଆର୍ ବାବ୍ବାଦି ଜିସୁ ।"