17 ତଃବେ ଅଃମିକ୍ କଃଉ, ରମ୍ ଦେସାର୍ ରଃଜା କାଇସର୍କେ ଅଃମି ସିସ୍ଟୁ ଦେତାର୍ ବିଦି କି ନାୟ୍ ?"
18 ମଃତର୍ ଜିସୁ ସେମଃନାର୍ କୁଟ୍ ଜାଣି କୟ୍ଲା, "ରେ ହେଟ୍କପଟ୍ୟାମଃନ୍, କାୟିତାକ୍ ତୁମିମଃନ୍ ମକ୍ ହାନ୍ଦାୟ୍ ହଃକାଉଁକ୍ ଉପାୟ୍ କଃରୁଲାସ୍ ? 19 ସେ ସିସ୍ଟୁ ଦେତା ଡାବୁ ମକ୍ ଦଃକାଉଆ ।"
ତଃବେ ସେମଃନ୍ ଗଟ୍ କାସୁ ତାକ୍ ଦିଲାୟ୍ । 20 ଜିସୁ ସେମଃନ୍କେ ହଃଚାର୍ଲା, "ଇ ମୁର୍ତି ଆର୍ ନାଉ କାର୍ ?"
21 ସେମଃନ୍ କୟ୍ଲାୟ୍, "ରମ୍ ରାଜିର୍ ରଃଜା କାଇସରାର୍ ।"
ତଃବେ ଜିସୁ ସେମଃନ୍କେ କୟ୍ଲା, "ତଃବେ ଜୁୟ୍ରି କାଇସରାର୍, ସେରି କାଇସର୍କେ ଦିଆସ୍; ଆର୍ ଜୁୟ୍ରି ଇସ୍ୱରାର୍ ସେରି ଇସ୍ୱର୍କେ ଦିଆସ୍ ।"