23 "ଆର୍ ସଃଡେବଃଳ୍ କେଏ ତୁମିମଃନ୍କେ ‘କ୍ରିସ୍ଟ ଇତି ଆଚେ,’ କି, ‘ସେତିଆଚେ,’ ବଃଲି କୟ୍ଲେକ୍, ତୁମି ତାକ୍ ବିସ୍ୱାସ୍ କଃରାନାୟ୍ । 24 ବଃଲେକ୍ ସଃଡେବଃଳ୍ ବାମାଉତା କ୍ରିସ୍ଟ ଆର୍ ବାମାଉତା ବାବ୍ବାଦିମଃନ୍ ଉଟି ବଃଡ୍ ବଃଡ୍ ଚିନା ଆର୍ କାବା ଅଃଉତା କାମ୍ମଃନ୍ ଦଃକାଉତି, ଜଦି ଅଃଉଁ ହାରେ ଇସ୍ୱର୍ ବାଚ୍ଲା ଲକ୍ମଃନ୍କେ ହେଁ ବୁଲ୍କାଉତି । 25 ଦଃକା, ମୁଁୟ୍ ଗଃଟ୍ଣା ଗଃଟ୍ତା ଆଗ୍ତୁ ତୁମିମଃନ୍କେ ସଃବୁ ଜାଣାୟ୍ଲେ ।"
26 ୨୪:୨୬ ଲୁକ ୧୭:୨୩,୨୪. "ତଃବେ ଦଃକା, ଲକ୍ମଃନ୍ ତୁମିକେ ମାପୁର୍ ବଃଟାୟ୍ ଆଚେ ବଃଲି କଃଉତି, ତଃବେ ବାରାୟ୍ ଜାହା ନାୟ୍, ଦଃକା ସେ ବିତୁର୍ ଗଃରେ ଲୁକି ଆଚେ ବଃଲି କଃଉତି, ତଃବେ ତାକାର୍ କଃତା ବିସ୍ୱାସ୍ କଃରା ନାୟ୍ ।