1 ୨୫:୧ ଲୁକ ୧୨:୩୫. "ସଃଡେବଃଳ୍ ସଃର୍ଗ୍ ରାଇଜ୍ ଦଃସ୍ଗଟ୍ ଦଃଙ୍ଗ୍ଳି ହର୍ ଅୟ୍ଦ୍; ସେମଃନ୍ ଅଃହ୍ଣା ଅଃହ୍ଣାର୍ କୁପି ଦଃରି ବଃରକେ ବେଟୁକ୍ ବାରାୟ୍ଲାୟ୍ । 2 ସେମଃନାର୍ ବିତ୍ରେ ହାଁଚ୍ ଗଟ୍ ନିର୍ବୁଦିଆଣି ରିଲାୟ୍ ଆର୍ ହାଁଚ୍ ଗଟ୍ ବୁଦିଆଣି ରିଲାୟ୍ । 3 ସେ ନିର୍ବୁଦିଆଣି ଦଃଙ୍ଗ୍ଳିମଃନ୍ ଅଃହ୍ଣା ଅଃହ୍ଣାର୍ କୁପି ଦଃରି ଗଃଳାୟ୍, ମଃତର୍ ସେମଃନ୍ ବିନେ ଅଃଦିକ୍ ଚିକଣ୍ ଦଃରି ନଃରିଲାୟ୍ । 4 ମଃତର୍ ବୁଦିଆଣି ଦଃଙ୍ଗ୍ଳିମଃନ୍ ଅଃହ୍ଣା ଅଃହ୍ଣାର୍ କୁପି ସଃଙ୍ଗ୍ ବିନେ ଅଃଦିକ୍ ଚିକଣ୍ ଦଃରି ରିଲାୟ୍ । 5 ବଃର ଆସୁକ୍ ବେଳ୍ କଃଲା ଗିନେ ସଃବୁ ଦଃଙ୍ଗ୍ଳିମଃନ୍ ଗୁନି ଗୁନି ସଇଲାୟ୍ ।"
6 "ମଃତର୍ ମଃଜାରାତି ବଃଳ୍, ‘ଏଦେ ଦଃକା, ବଃର ଆୟ୍ଲାନି, ଆସା ବେଟୁକ୍ ଜୁଆଁ,’ ବଃଲି ଲକ୍ମଃନ୍ ଉଲ୍ଗାଟ୍ ଅୟଃଲାୟ୍ । 7 ସଃଡେବଃଳ୍ ସେ ଦଃସ୍ଗଟ୍ ଦଃଙ୍ଗ୍ଳିମଃନ୍ ଉଟି ଅଃହ୍ଣା ଅଃହ୍ଣାର୍ କୁପି ହଃଜାଳ୍ଲାୟ୍ । 8 ତାର୍ହଃଚେ ସେ ନିର୍ବୁଦିଆଣି ଦଃଙ୍ଗ୍ଳିମଃନ୍ ସେ ବୁଦିଆଣି ଦଃଙ୍ଗ୍ଳିମଃନ୍କେ କୟ୍ଲାୟ୍, ‘ତୁମାର୍ ଚିକଣ୍ ଅଃମିକ୍ କଃଣ୍ଡେକ୍ ଦିଆ, କାୟିତାକ୍ବଃଲେକ୍ ଅଃମାର୍ କୁପିସଃବୁ ଲିବି ଜଃଉଁଲି ।’ 9 ମଃତର୍ ବୁଦିଆଣି ଦଃଙ୍ଗ୍ଳିମଃନ୍ କୟ୍ଲାୟ୍, ‘ନାୟ୍, ନାୟ୍, ନାୟ୍, ତୁମାର୍ ଅଃମାର୍ ଗିନେ ଚିକଣ୍ ନଃକେଟେ । ଦୁକାଣେ ଜାୟ୍ ନିଜାର୍ ନିଜାର୍ ଗିନେ ଚିକଣ୍ ଗେନି ଆଣା ।’ 10 ମଃତର୍ ସେମଃନ୍ ଚିକଣ୍ ଗେନୁକ୍ ଜାତାବଃଳ୍ ବଃର ଆୟ୍ଲା, ଆର୍ ଜୁୟି ହାଁଚ୍ ଗଟ୍ ଦଃଙ୍ଗ୍ଳିମଃନ୍ ତିଆର୍ ଅୟ୍ରିଲାୟ୍, ସେମଃନ୍ ବଃର ସଃଙ୍ଗ୍ ବିବା ଗଃରେ ହୁର୍ଲାୟ୍, ଆର୍ ଦୁଆର୍ ଡାହାଅୟ୍ଲି ।"
11 ୨୫:୧୧ ଲୁକ ୧୩:୨୫. "ତାର୍ହଃଚେ ସେ ହାଁଚ୍ଗଟ୍ ନିର୍ବୁଦିଆଣି ଦଃଙ୍ଗ୍ଳିମଃନ୍ ହେଁ ଆସି କୟ୍ଲାୟ୍, ‘ଏ ମାପୁର୍, ଏ ମାପୁର୍, ଅଃମାର୍ ଗିନେ କଃହାଟ୍ ଉଗାଳା ।’ 12 ମଃତର୍ ବଃର ସେମଃନ୍କେ କୟ୍ଲା, ‘ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ମୁଁୟ୍ ତୁମିମଃନ୍କେ ନଃଜାଣି ।’"
13 ଇ କଃତା କୟ୍ ସଃରାୟ୍ ଜିସୁ କୟ୍ଲା, "ତଃବେ ଜଃଗ୍ରାତ୍ ଅୟ୍ରିଆ, କାୟିତାକ୍ବଃଲେକ୍ ତୁମିମଃନ୍ ନଃରାର୍ ହୟିସି ଆସ୍ତାର୍ ସେଦିନ୍ କି ସେବେଳା ନଃଜାଣାସ୍ ।"