18 ଆରେକ୍ ଜିସୁ ସେମଃନାର୍ ଚଃମେ ଆସି କଃତା ଅୟି କୟ୍ଲା, "ସଃର୍ଗ୍ ଆର୍ ହୁର୍ତିବିର୍ ସଃବୁ ଅଃଦିକାର୍ ମକେ ଦିଆ ଅୟିଆଚେ । 19 ୨୮:୧୯ ପେରି ୧:୮.ତଃବେ ତୁମିମଃନ୍ ଜାୟ୍ ସଃବୁ ବାସାର୍ ରିଲା ଲକ୍ମଃନ୍କେ ଉବା, ହଅ ଆର୍ ପବିତ୍ର ଆତ୍ମାର୍ ନାଉଁଏ ବାପ୍ତିସମ୍ ଦଃୟି, ସେମଃନ୍କେ ଚେଲା କଃରା ।
Publicidade