ବାପ୍ତିସମ୍ ଦେତା ଜହନାର୍ ପର୍ଚାର୍
1 ସଃଡେବଃଳ୍ ବାପ୍ତିସମ୍ ଦେତା ଜହନ୍ ଜିଉଦା ଦେସାର୍ ସୁକ୍ଲା ବଃଟାୟ୍ ଆସି ପର୍ଚାର୍ କଃରୁକେ ଆରୁମ୍ କଃଲା, 2 ୩:୨ ମାତି ୪:୧୭; ମାର୍କ ୧:୧୫."ତୁମାର୍ ହାହ୍ଚାଡା, କାୟିତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ଚଃମେ ଅୟ୍ଲିନି ।" 3 ଜିସାୟ୍ ବାବ୍ବାଦି ଜାର୍ କଃତା କୟ୍ରିଲା, ଇରି ସେ ମାନାୟ୍,
"ସୁକ୍ଲା ବଃଟାୟ୍ ଉଲ୍ଗାଟ୍ ଅୟି କଃଉତିରିଲା ଗଟ୍ ଲକାର୍ ଟଣ୍ଡ୍,
‘ମାପୁରାର୍ ଗିନେ ବାଟ୍ ତିଆର୍ କଃରା;
ତାର୍ ବାଟ୍ ସଃଳ୍କ୍ କଃରା ।’"
4 ଜହନ୍ ଉଟ୍ ରମେ ବୁଣ୍ଲା ବଃସ୍ତର୍ ହିନ୍ଦ୍ତି ରିଲା ଆର୍ ତାର୍ ଅଃଟାୟି ଚାମାର୍ ଅଃଟାବାନ୍ଦୁଣ୍ ବାନ୍ଦ୍ତି ରିଲା । ଆରେକ୍ ସେ ଜିଟ୍କା୩:୪ "ଜିଟ୍କା" ବଃଲେକ୍ ଗଟେକ୍ ରଃକମାର୍ ଗଃଚାର୍ ହଃଳ୍, ଜୁୟ୍ରି ଅଃବ୍କା ଇସ୍ରାଏଲ୍ ଦେସେ ମିଳେଦ୍ । ଆର୍ ବଃନାର୍ ମଃଉଁ କାତିରିଲା । 5 ସଃଡେବଃଳ୍ ଜିରୁସାଲମ୍ ଗଃଳାର୍ ଆର୍ ଜିଉଦା ରାଜିର୍, ଆରେକ୍ ଜର୍ଦନ୍ ଗାଡ୍ ଚଃମେ ରିଲା ସଃବୁ ଲକ୍ମଃନ୍ ଜହନ୍ ଲଃଗେ ଆସୁକ୍ ଦଃର୍ଲାୟ୍ । 6 ଆର୍ ସେମଃନ୍ ନିଜେ ନିଜେ କଃରିରିଲା ହାହ୍ ଆର୍ ଦସ୍ ସଃବୁ ମାନ୍ଲାୟ୍, ଆର୍ ଜହନ୍ ତଃୟ୍ହୁଣି ଜର୍ଦନ୍ ଗାଡେ ବାପ୍ତିସମ୍ ନିଲାୟ୍ ।