ଜିସୁ ବାପ୍ତିସମ୍ ହାୟ୍ଲା
13 ସଃଡେବଃଳ୍ ଜିସୁ ଜହନ୍ ତଃୟ୍ହୁଣି ବାପ୍ତିସମ୍ ନେଉଁକେ ଗାଲିଲି ହୁଣି ଜର୍ଦନ୍ ଗାଡେ ଆୟ୍ଲା ।
17 ୩:୧୭ ମାତି ୧୨:୧୮; ୧୭:୫; ମାର୍କ ୧:୧୧; ଲୁକ ୯:୩୫.ଆର୍ ସଃଡେବଃଳ୍ ସଃର୍ଗେ ହୁଣି ଗଟେକ୍ କଃତା ସୁଣା ଅୟ୍ଲି, "ଏ ଅଃମାର୍ ଲାଡାର୍ ହଅ, ଆର୍ ତଃୟ୍ ଅଃମି ବଃଡେ ସଃନ୍ମତ୍ ।"