19 ବଃଲେକ୍ ଜୁୟି ଲକ୍ ଇ ସଃବୁ ସାନ୍ ସାନ୍ ଆଦେସ୍ମଃନାର୍ ବିତ୍ରେ କୁୟି ଗଟେକ୍ ଆଦେସ୍ ନଃମାନେ ଆର୍ ଲକ୍ମଃନ୍କେ ହେଁ ସେବାନ୍ୟା ସିକ୍ୟା ଦଃୟଃଦ୍, ସେ ସଃର୍ଗ୍ ରାଇଜେ ସାନ୍ ବଃଲାୟ୍ ଅୟ୍ଦ୍; ମଃତର୍ ଜୁୟି ଲକ୍ ସେ ସଃବୁ ମାନେଦ୍ ଆର୍ ସିକ୍ୟା ଦଃୟଃଦ୍, ସେ ସଃର୍ଗ୍ ରାଇଜ୍ ତଃୟ୍ଁ ବଃଡ୍ ବଃଲାୟ୍ ଅୟ୍ଦ୍ ।
Publicidade