23 ଇତାକ୍, ଇସ୍ୱରାର୍ ଗିନେ ବେଦି ଲଃଗେ ତୁମି ତୁମାର୍ ଦାନ୍ ଆଣ୍ତି ରିଲା ବଃଳ୍ ତୁମାର୍ ବିରୁଦେ ତୁମାର୍ ବାୟ୍ଦିର୍ କାୟି କଃତା ଆଚେ ବଃଲି ସେତି ତୁମିକେ ଏତୁହଃଳେଦ୍, 24 ତଃବେ ସେତିର୍ ବେଦି ତଃଳେ ତୁମାର୍ ଦାନ୍ ସଃଙ୍ଗାୟ୍ ବାଉଳି ଜାହା, ଆଗ୍ତୁ ନିଜାର୍ ବାୟ୍ ସଃଙ୍ଗ୍ ମିସା, ଆର୍ ତାର୍ହଃଚେ ତୁମାର୍ ଦାନ୍ ବେଦି ଉହ୍ରେ ଆଣି ଦିଆସ୍ ।"
Publicidade
Publicidade