25 "ତୁମାର୍ ବିରଦି ସଃଙ୍ଗ୍ ବାଟେ ରିଲାବଃଳ୍ ବେଗି ତାର୍ ସଃଙ୍ଗ୍ ମିସାବିଳା ବାବ୍ ଦଃକାଉଆ, ନୟ୍ଲେକ୍ ବିରଦି ତୁମିକେ ବିଚାର୍ କଃର୍ତା ଲକାର୍ ଆତେ ସଃହ୍ରି ଦଃୟଃଦ୍, ଆରେକ୍ ବିଚାର୍କଃରୁ ତୁମିକେ ଜାଗୁଆଳି ଆତେ ସଃହ୍ରି ଦଃୟ୍ଦ୍, ଆର୍ ତୁମି ଜଃଇଲେ ହୁରାସ୍ । 26 ମୁଁୟ୍ ତୁମିକେ ସଃତ୍ କଃଉଁଲେ, ତୁମି ସଃରା ସଃରି ଗଟେକ୍ କାସୁ ହେଁ ନଃସୁଜ୍ତା ହଃତେକ୍ ସେ ଜଃଗାୟ୍ ହୁଣି କଃନ୍କଃରି ହେଁ ମୁକ୍ଳି ଆସୁ ନଃହାରାସ୍ ।"
Publicidade