3 ଆର୍ କାୟିତାକ୍ ତୁମାର୍ ବାୟ୍ର୍ ଆକାୟ୍ ରିଲା ସାନ୍ କୁଟା ଦଃକୁଲାସ୍, ମଃତର୍ ତୁମାର୍ ନିଜାର୍ ଆକାୟ୍ ଜୁୟି ବଃଡ୍ ଆକିକୁଟା ଆଚେ, ସେରି କାୟିତାକ୍ ବାବି ନଃଦେକୁଲାସ୍ ? 4 ବଃଲେକ୍ ତୁମି କଃନ୍କଃରି ନିଜାର୍ ବାୟ୍କ୍ କଃଉଁ ହାରାସ୍, ‘ଆଉ ତର୍ ଆକାୟ୍ ରିଲା ସାନ୍ ଆକିକୁଟା ବାର୍କଃରି ଦଃୟ୍ନ୍ଦ୍,’ ଆର୍ ଦଃକା, ତୁମାର୍ ଆକାୟ୍ ବଃଡ୍ ଆକିକୁଟା ଆଚେ ! 5 ରେ, ହେଟ୍କପଟ୍ୟାମଃନ୍, ଆଗ୍ତୁ ନିଜାର୍ ଆକାୟ୍ ରିଲା ବଃଡ୍ ଆକିକୁଟା ବାର୍ କଃରି ହଃକାଉଆ, ତାର୍ହଃଚେ ନିଜାର୍ ବାୟ୍ର୍ ଆକାୟ୍ ରିଲା ସାନ୍ ଆକିକୁଟା ବାର୍ କଃରୁକ୍ ନିକକଃରି ଦଃକୁ ହାର୍ସି ।"