ମାଗା, ଲଳା, କଃହାଟେ ମାରା
7 "ମାଗା, ତଃବେ ତୁମିମଃନ୍କେ ଦିଆ ଅୟ୍ଦ୍; ଲଳା, ତଃବେ ତୁମିମଃନ୍ ମିଳାଉଆସ୍; କଃହାଟେ ମାରା, ତଃବେ ତୁମାର୍ ଗିନେ କଃହାଟ୍ ଉଗାଳା ଅୟ୍ଦ୍ । 8 ବଃଲେକ୍, ଜୁୟି ଲକ୍ ମାଗେଦ୍, ସେ ହାୟ୍ଦ୍; ଜେ ଲଳେଦ୍, ସେ ମିଳାୟ୍ଦ୍; ଆର୍ ଜେ କଃହାଟେ ମାରେଦ୍, ତାର୍ ଗିନେ କଃହାଟ୍ ଉଗାଳି ଦିଆ ଅୟ୍ଦ୍ ।