16 ସଃଞ୍ଜ୍ ଅୟ୍ଲାକ୍ ଲକ୍ମଃନ୍ ଗାଦାଗଟ୍ ବୁତ୍ ଡଃସ୍ଲାର୍ ଲକ୍ମଃନ୍କେ ଜିସୁର୍ ହାକ୍ ଆଣ୍ଲାୟି, ସେତାକ୍ ସେ ଗଟେକ୍ କଃତାୟ୍ ସେମଃନାର୍ ବୁତ୍ ଚାଡାୟ୍ଲା, ଆର୍ ସଃବୁ ମଃଳୁହଃଳ୍ଲା ଲକ୍କେ ଉଜ୍ କଃଲା । 17 ଇରଃକମ୍ ସେ ଜିସାୟ୍ ବାବ୍ବାଦି କୟ୍ରିଲା କଃତା ହୁରୁଣ୍ କଃଲା, "ସେ ନିଜେ ଅଃମିମଃନାର୍ ନିଗାଳ୍ ସଃବୁ ନିଲା ଆର୍ ବ୍ୟାଦି ସଃବୁ ବୟ୍ଲା ।"
Publicidade
Publicidade