ଜିସୁ ବାଉବଃତାସ୍କେ ତିର୍ କଃଲା
23 ଜିସୁ ଡଙ୍ଗାୟ୍ ଚଃଗ୍ଲାକେ, ତାର୍ ଚେଲାମଃନ୍ ତାର୍ ହଃଚେ ହଃଚେ ଜଃଉଁକେ ଦଃର୍ଲାୟ୍ । 24 ଆର୍ ତଃତ୍କାଣ୍ ସଃମ୍ନ୍ଦେ ଅଃପର୍ବଳ୍ ବାଉବଃତାସ୍ ଅୟ୍ଲି, ଆର୍ ଉଲାଳେ ଡଙ୍ଗା ବୁଡୁକ୍ ଦଃର୍ଲି, ମଃତର୍ ଜିସୁ ସୟ୍ରିଲା । 25 ଆର୍ ସେମଃନ୍ ଜିସୁର୍ ଲଃଗେ ଆସି ତାକ୍ ଉଟାୟ୍ କଃରି କୟ୍ଲାୟ୍, "ଏ ମାପୁର୍, ବଚାଉ, ନୟ୍ଲେକ୍ ଅଃମି ବୁଡି ମଃରୁନ୍ଦ୍ ।"
26 ଜିସୁ ସେମଃନ୍କେ କୟ୍ଲା, "ଏ ଅଃଳକ୍ ବିସ୍ୱାସିମଃନ୍, ତୁମିମଃନ୍ କାୟ୍କଃରୁକ୍ ଅଃତେକ୍ ଡିରୁଲାସ୍ ?" ସଃଡେବଃଳ୍ ଜିସୁ ଉଟି ସଃମଃନ୍ଦ୍ ଆର୍ ବାଉକେ ତିର୍ ଅଃଉଁକେ ଆଡର୍ ଦିଲା, ଆର୍ ସଃବୁ ତିର୍ ଅୟ୍ଲି ।
27 ସେତାକ୍ ଲକ୍ମଃନ୍ କାବା ଅୟି କୟ୍ଲାୟ୍, "ଏ କଃନ୍କା ଲକ୍, ବାଉ ଆର୍ ସଃମ୍ନ୍ଦ୍ ହେଁ ତାର୍ କଃତା ମାନୁଲାୟ୍ ।"