2 ଆର୍ ଲକ୍ମଃନ୍ ମଃଳୁହଃଳ୍ଲା ଗଟେକ୍ ଏକ୍ଅଃଙ୍ଗି ରଗିକ୍ କଃଟ୍ ତଃୟ୍ ବୟ୍କଃରି ତାର୍ ଚଃମେ ଆଣ୍ଲାୟି, ଆର୍ ଜିସୁ ସେମଃନାର୍ ବିସ୍ୱାସ୍ ଦଃକି ସେ ଏକ୍ଅଃଙ୍ଗି ରଗିକ୍ କୟ୍ଲା, "ହଅରେ, ସାସ୍ ଦଃର୍, ତର୍ ହାହ୍ କେମା କଃରା ଅୟ୍ଲି ।"
3 ଆର୍ ହଃଣ୍ଡିତ୍ମଃନାର୍ ବିତ୍ରେ କେଏ କେମଃନ୍ ତାକାର୍ ତାକାର୍ ବିତ୍ରେ କଃଉଆକଇ ଅଃଉତି ରିଲାୟ୍, "ଇ ଲକ୍ ଇସ୍ୱର୍ ଲିନ୍ଦା କଃରୁଲା ।"
4 ଜିସୁ ସେମଃନାର୍ ମଃନ୍ ବିତ୍ରାର୍ ବାବ୍ନା ଜାଣି କୟ୍ଲା, "ତୁମିମଃନ୍ ନିଜାର୍ ନିଜାର୍ ମଃନ୍ ବିତ୍ରେ କାୟ୍କଃରୁକ୍ କଃରାପ୍ ଚିତା କଃରୁଲାସ୍ ? 5 ବଃଲେକ୍ କାୟିରି ଉହାସ୍ ? ‘ତର୍ ହାହ୍ କେମା କଃରା ଅୟ୍ଲି,’ ବଃଲି କଃଉତାର୍, କି, ‘ଉଟ୍, ଇଣ୍ଡ୍,’ ବଃଲି କଃଉତାର୍ ? 6 ମଃତର୍ ହୁର୍ତିଏ ହାହ୍ କେମା କଃରୁକେ ନଃରାର୍ ହୟ୍ସିର୍ ଜେ ଅଃଦିକାର୍ ଆଚେ;" ଇରି ଜଃନ୍କଃରି ତୁମିମଃନ୍ ଜାଣୁ ହାରାସ୍, ଇତାର୍ ଗିନେ ଜିସୁ ଏକ୍ଅଃଙ୍ଗି ରଗିକ୍ କୟ୍ଲା, "ଉଟ୍, ତର୍ କଃଟ୍ ଦଃରି ନିଜାର୍ ଗଃରେ ଜାଆ ।"
7 ସେତାକ୍ ସେ ରଗି ଉଟି ତାର୍ ଗଃରେ ଗଃଲା ।