ଜିସୁ ଗଟେକ୍ ଗୁଲାକ୍ କଃତା କାଉଁକେ ସଃକ୍ତି ଦିଲା
32 ସେମଃନ୍ ବାରାୟ୍ ଜାତିରିଲା ବଃଳ୍, ଲକ୍ମଃନ୍ ଗୁଲା ବୁତ୍ ଡଃସିରିଲା ଲକ୍କେ ଜିସୁର୍ ଚଃମେ ଆଣ୍ଲାୟି । 33 ଆରେକ୍ ବୁତ୍ ଚାଡାୟ୍ଲାକ୍ ସେ ଗୁଲା କଃତା ଅଃଉଁକେ ଦଃର୍ଲା । ସେତାକ୍ ଲଃକ୍ମଃନ୍ କାବା ଅୟି କୟ୍ଲାୟ୍, "ଇସ୍ରାଏଲ୍ ବିତ୍ରେ ଇରଃକମ୍ ଗଃଟ୍ଣା ଗଃଟ୍ତାର୍ ଅଃମି କଃବେ ହେଁ ନଃଦେକୁ ।"