35 କ୍ରିସ୍ଟର୍ ଲାଡେ ହୁଣି କେଏ ଅଃମିମଃନ୍କେ ଅଃଲ୍ଗା କଃରେଦ୍ ? କାୟି କଃସ୍ଟ, କାୟି ଜଃଞ୍ଜାଳ୍, କାୟି ତାଳ୍ନା, କାୟି କଃତାର୍, କାୟି ନଃଗ୍ଳା, କାୟି ବିପ୍ତି, କାୟି କଃଣ୍ଡା ? 36 ଜଃନ୍କଃରି ସାସ୍ତରେ ଲେକା ଆଚେ,
ତୁମାର୍ ଗିନେ ଅଃମିମଃନ୍ ସଃବୁ ଦିନ୍ ମଃରୁଲୁ,
ଅଃମିମଃନ୍ ହୁଜା କଃର୍ତା ମେଣ୍ଡା ହର୍ ଗଃଣା ଅଃଉଁଲୁ ।
37 ଅୟିଲେକ୍ ହେଁ ଜେ ଅଃମିମଃନ୍କେ ଲାଡ୍ କଃଲା ତାର୍ ଗିନେ ଅଃମିମଃନ୍ ଇ ସଃବୁ ବିସୟେ ସଃବୁବାଟ୍ୟା ଜିଣି ଆଚୁ ।