3 କାୟିତାକ୍ବଃଲେକ୍ ଇରଃକମ୍ ଦୁକ୍ କଃସ୍ଟ ହାୟ୍ଲା ବଃଳ୍ ବିସ୍ୱାସେ ତିର୍ ଅୟି ରିଲେକ୍ ସଃମ୍ବାଳ୍ତାର୍ ସଃକ୍ତି ବାଡେଦ୍, ଇରି ତ ଜାଣି ଆଚାସ୍ । 4 ଆର୍ ତୁମିମଃନ୍ ଜଃନ୍କଃରି କୁୟି କଃତାୟ୍ ହେଁ ଉଣା ନୟ୍ ଆର୍ ହୁର୍ନ୍ ଅଃଉଆସ୍, ଇତାର୍ ଗିନେ ତୁମିମଃନ୍ ସେସ୍ ହଃତେକ୍ ସଃମ୍ବାଳି ରିଆ ।